ପ୍ରେରଣା ଇ-ପତ୍ରିକା ଅକ୍ଟୋବର-୨୦୨୦ ସଂସ୍କରଣ

ସହୃଦୟ ପାଠକ/ପାଠିକା,

      ଓଡିଆ ସାହିତ୍ୟର ସେହି ଲୁକ୍କାୟିତ ତଥା ଅପ୍ରଶଂସିତ ସ୍ରଷ୍ଟା ମାନଙ୍କୁ ସୁଯୋଗ ଦେବା ଏବଂ ସେମାନଙ୍କର ଅପ୍ରକାଶିତ ରଚନା ଗୁଡିକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ମାଧ୍ୟମ ପ୍ରଦାନ କରିବାର ଏକ କ୍ଷୁଦ୍ର ପ୍ରଚେଷ୍ଟା “ପ୍ରେରଣା” । ଯେକୌଣସି ପ୍ରତିକୂଳ ପରିସ୍ଥିତିରେବି, ନିର୍ଭୀକ ଭାବରେ ନିଜର କର୍ମ କରି ଚାଲିବା ପାଇଁ, ବାପାଙ୍କ ଠାରୁ ଯେଉଁ ପ୍ରେରଣା ମିଳିଥିଲା, ସେହି ପ୍ରେରଣାକୁ ସାହିତ୍ୟ ପ୍ରେମୀ ବନ୍ଧୁମାନଙ୍କ ସହ ପ୍ରସାର କରି ଓଡିଆ ଭାଷା ସାହିତ୍ୟ ପ୍ରତି ନିଜର ସାମାନ୍ୟତମ ଅନୁଦାନ ଅର୍ପଣ କରିବା ପାଇଁ ହିଁ  “ପ୍ରେରଣା”ର ସୃଷ୍ଟି

         ପ୍ରିୟ ପାଠକ/ପାଠିକାଗଣ ଏହାକୁ ପାଠ କରି କିଞ୍ଚିତ୍ ଆନନ୍ଦ ଅନୁଭବ କଲେ ମୋର ଶ୍ରମ ସାର୍ଥକ ହେବା ଆଶାକରେ  ।                         

   – ସମ୍ପାଦକ


ପ୍ରେରଣା ମାସିକ ଓଡିଆ ସାହିତ୍ୟ ଇ-ପତ୍ରିକାର ଅକ୍ଟୋବର-୨୦୨୦ ସଂସ୍କରଣକୁ ଡାଉନଲୋଡ୍ କରିଥିବାରୁ ଧନ୍ୟବାଦ ।

Available at top digital publishing platforms

Magzter

About Prerana

Here we provide a platform to encourage writers and bring forth the hidden talents of Odia literature.

Our mission

We Transform Your Vision into Creative Results

Copyright© 2020 Prerana. All rights reserved.