“ଛବିଟିଏ ପାଇଁ ପଦଟିଏ”


ପ୍ରତିଯୋଗିତାର ଅକ୍ଟୋବର, ୨୦୨୦ ସଂସ୍କରଣ ପାଇଁ ଲେଖା ପଞ୍ଜୀକରଣ କରିବାର ଶେଷ ତାରିଖ ୦୭ ନଭେମ୍ବର, ୨୦୨୦ ।

ସହୃଦୟ ଲେଖକ/ଲେଖିକା,

  ଏକ ଛବିର ସୀମିତ ବିଷୟବସ୍ତୁକୁ ନେଇ ପ୍ରତିଯୋଗିତାତ୍ମକ ଭାବ ଦ୍ଵାରା ନୂତନ ସାହିତ୍ୟର ସୃଷ୍ଟି ତଥା ପ୍ରିୟ ଲେଖକ/ଲେଖିକା ମାନଙ୍କ ମନରେ ଓଡିଆ ସାହିତ୍ୟ ପ୍ରତି ଅଧିକ ଉତ୍ସାହ ସୃଷ୍ଟି କରିବା ପାଇଁ “ଛବିଟିଏ ପାଇଁ ପଦଟିଏ” ଏକ କ୍ଷୁଦ୍ର ପ୍ରଚେଷ୍ଟା । 

           ଏହି ମାଧ୍ୟମଟି ଆପଣଙ୍କୁ ସାମାନ୍ୟତମ ପ୍ରୋତ୍ସାହନ ପ୍ରଦାନ କଲେ ମୋର ଶ୍ରମ ସାର୍ଥକ ହେବା ଆଶାକରେ । 

                                                        – ସମ୍ପାଦକ

ପ୍ରତିଯୋଗିତାର ନିୟମାବଳୀ :

1. This is a monthly competition based on theme given by PRERANA team for cover page of upcoming edition /ଏହା ଏକ ମାସିକ ପ୍ରତିଯୋଗିତା ଏବଂ ପ୍ରେରଣା ଇ-ପତ୍ରିକାର ପଚ୍ଛଦପଟ୍ଟ ପୃଷ୍ଠା ଉପରେ ଆଧାରିତ ।

2. Write a four to six lines poem on the theme of the given image and type it in Odia/ପ୍ରଦତ୍ତ ଛବି ବିଷୟରେ ଚାରିରୁ ଛଅ ଧାଡିର ଏକ ପଦକୁ ଓଡିଆରେ ପ୍ରଦତ୍ତ ସ୍ଥାନରେ ଲେଖନ୍ତୁ ।

3. Our team will select the best Poem among them and the selection will be final /ଆମ ସମ୍ପାଦନା ମଣ୍ଡଳୀ ଦ୍ଵାରା ଶ୍ରେଷ୍ଠ ପଦଟି ମନୋନୀତ କରାଯିବ ।

4. The best poem and its writer’s name will be published in the next edition of “PRERANA” Monthly Odia E-magazine/ଶ୍ରେଷ୍ଠ ବିବେଚିତ ପଦଟି ଏବଂ ଏହାର ଲେଖକ/ଲେଖିକାଙ୍କ ନାମ ପ୍ରେରଣା ଇ-ପତ୍ରିକାର ପରବର୍ତ୍ତୀ ସଂସ୍କରଣରେ ପ୍ରକାଶ କରାଯିବ ।

About Prerana

Here we provide a platform to encourage writers and bring forth the hidden talents of Odia literature.

Our mission

We Transform Your Vision into Creative Results

Copyright© 2022 Prerana. All rights reserved